ସ୍କୁଟିକୁ ଧକ୍କା ଦେଲା ଟ୍ରଲର, ୩ମୃତ

କରଞ୍ଜିଆ, ୨୦ା୧୦(ଦି ପ୍ରଗତି ନ୍ୟୁଜ): ୪୯ନମ୍ବର ଏନଏଚରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେଠାରେ ଏକ ସ୍କୁଟିକୁ ଟ୍ରଲର ଧକ୍କା ଦେଇଛି । ଯାହା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି । କରଞ୍ଜିଆ ମେଡ଼ିକାଲରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଜାତୀୟ ରାଜପଥ ପୁଲଗୁନ୍ଥା ନିକଟରେ ଏହି ଦୁର୍ଘଟଣା ଘଟିଛି ।