IGH ସୁପରସ୍ପେସିଆଲିଟି ହସ୍ପିଟାଲ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧/୩: ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଉରକେଲା ବୁଲି IGH ସୁପରସ୍ପେସିଆଲିଟିକୁ ସେ ଉଦ୍‌ଘାଟନ କରିଛନ୍ତି । ସୁପରସ୍ପେସିଆଲିଟି ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗ କାମ କରିବ । ନ୍ୟୁରୋ ସର୍ଜରୀ ଓ କାର୍ଡିଓଲୋଜି ବିଭାଗ ମଧ୍ୟ ସେଥିରେ କାମ କରିବ ।