NITର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ଭୁବନେଶ୍ୱର, ୨୧/୩: ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ରାଉରକେଲା NITର ସମାବର୍ତ୍ତନ ଉତ୍ସବରେ ସେ ଯୋଗ ଦେଇଥିଲେ। ସେଠାରେ ସେ ଅଭିଭାଷଣ  ଦେଇ କହିଛନ୍ତି ଯେ  ୮ ଶହ ବର୍ଷର ସୂର୍ଯ୍ୟମନ୍ଦିର କଳା ଓ ବିଜ୍ଞାନର ଏକ ଉତ୍କୃଷ୍ଟ ନିଦର୍ଶନ । ୨୫ ହଜାର ଛାତ୍ରଛାତ୍ରୀଙ୍କୁ NIT ବହୁତ କିଛି ଅବଦାନ ଦେଇଛି । ସଫଳତାକୁ ପାର୍ଥିବ ପ୍ରାପ୍ତିରେ ନ ମାପିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ ଦେଇଛନ୍ତି।