ଦୋଳ କଟକଣା ନେଇ କଣ କହିଲେ ବିଏମସି କମିସନର

ଭୁବନେଶ୍ୱର, ୨୦/୩: ପ୍ରତିବର୍ଷ ପରି ଆଜି ଚାଳିତବର୍ଷ ମଧ୍ୟ ଆଗକୁ ଦୋଳ ପର୍ବ ଆସୁଛି। ଏହି ଦୋଳ କଟକଣା ନେଇ ବିଏମସି  କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ବରରେ ବ୍ୟବସାୟୀମାନେ ରଙ୍ଗ ଦୋକାନ ଖୋଲି ପାରିବେ। କିନ୍ତୁ ଦୋଳ ମେଳଣ ପାଇଁ ପୂଜା କମିଟିକୁ ବିିିଏମସିର ଅନୁମତି ନେବାକୁ ପଡିବ। ମେଳଣ ପଡ଼ିଆରେ ୬୦ରୁ ଅଧିକ ଲୋକ ଏକାଠି ହୋଇପାରିବେନି।