୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ଏହି ନୂଆ ନିୟମ

ଭୁବନେଶ୍ୱର,୦୬/୦୩: ୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ଏହି ନୂଆ ନିୟମ। ଆୟକର ଅଧିକାରୀମାନେ ଯେକୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍, ବ୍ୟାଙ୍କ, ଅନଲାଇନ୍ ନିବେଶ, ବିଜନେସ୍ ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରିପାରିବେ। ବ୍ୟକ୍ତିଙ୍କ ପାଖରେ କୌଣସି ଅଘୋଷିତ ଆୟ, ଟଙ୍କା, ସୁନା, ଅଳଙ୍କାର କିମ୍ବା ମୂଲ୍ୟବାନ ଜିନିଷ କିମ୍ବା ସମ୍ପତ୍ତି ଅଛି, ଯେଉଁଥିରେ କି ଆୟକର ଆଇନ-୧୯୬୧ ଅନୁଯାୟୀ ପ୍ରଯୁଜ୍ୟ ଆୟକର ପୈଠ କରାଯାଇ ନାହିଁ, ତେବେ ସେମାନେ ଡିଜିଟାଲ୍ ପ୍ଲାଟଫର୍ମର ପ୍ରବେଶକୁ ଓଭରରାଇଡ୍ କରିପାରିବେ।

 

Leave a Reply

Your email address will not be published. Required fields are marked *