ଗୋଟିଏ ନମ୍ବରରେ ମିଳିବ ୩ଟି ସେବା, ନମ୍ବରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୩: ଏବେ ଗୋଟିଏ ନମ୍ବରରେ  ୩ଟି ସେବା ଉପଲବ୍ଧ ହେବ। ୩ଟି ସେବା ଯଥା ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ରହିବ। ଏହାକୁ ଭିସିରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ୧୧୨ ଡାଏଲ କଲେ ସେହି ୩ଟି ଜରୁରୀକାଳୀନ ସେବା ମିଳିବ ବୋଲି ସୂଚନା ରହିଛି।