ବିଜେପିରେ ସାମିଲ ହେଲେ ଅରୁଣ ଗୋଭିଲ

ନୂଆଦିଲ୍ଲୀ, ୧୮/୩: ଦିଲ୍ଲୀରେ ବିଜେପି ରେ ସାମିଲ ହୋଇଛନ୍ତି ଅରୁଣ ଗୋଭିଲ । ଲୋକପ୍ରିୟ ସିରିଏଲ ରାମାୟଣରେ ରାମ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣିଥିଲେ ଅରୁଣ ।