କିପରି କଟିବ ଆଜି ଆପଣଙ୍କ ଦିନ: ୧୭/୦୩/୨୦୨୧

ମେଷ: କାର୍ଯ୍ୟ କ୍ଷେତ୍ରରେ ନୂତନ ସୂଚନା ମିଳିବ। କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ପରାମର୍ଶ ନିଅନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତୁ।

ବୃଷ: ଆପଣଙ୍କର ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଭଲ ରହିବ। ଆଜି ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ଏହି ସମୟରେ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ନି-ରା-ଶାରୁ ଦୂରରେ ରୁହନ୍ତୁ।

ମିଥୁନ: ପୈତୃକ ସମ୍ପତ୍ତିର ବି-ବା-ଦର ସମାଧାନ ହୋଇପାରେ। ଜୀବନସାଥୀଙ୍କ ସହ କିଛି କଥାକୁ ନେଇ ବି-ବାଦ ହୋଇପାରେ। ଆପଣ କିଛି ନୂଆ ଚିନ୍ତା କରିବାର ସୁଯୋଗ ପାଇବେ।

କର୍କଟ: ଆଜି ଆପଣ ନିଜର ଆର୍ଥିକ ପ୍ରଗତି ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣ ପ୍ରଶଂସିତ ହେବେ। ଆଜିର ଦିନ ଯୁବକମାନଙ୍କ ପାଇଁ ଭଲ ରହିବ।ଘରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟର ସୁଧାର ଦେଖାଯିବ।

ସିଂହ: କଥା ଉପରେ ନିୟ-ନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଦିନଚର୍ଯ୍ୟରେ ଅନୁଶାସନ ରଖନ୍ତୁ।କୌଣସି ସମ୍ପର୍କୀୟଙ୍କଠାରୁ ଦୁଃ-ଖଦ ସୂଚନା ମିଳିପାରେ। କାରବାର ପାଇଁ ଭଲ ସମୟ।

କନ୍ୟା: ଆଜି ଶଶୁର ଘର ତରଫରୁ ଶୁଭ ଖବର ପାଇବେ। ପରିବାର ସଦସ୍ୟଙ୍କ ସହିତ କିଛି କଥାକୁ ନଇ ମତଭେଦ ହୋଇପାରେ। ଲୋକମାନେ ଆପଣଙ୍କୁ ମାନ ସମ୍ମାନ କରିବେ।  ଆଜି ଯାତ୍ରା କରନ୍ତୁ ନାହିଁ।

ତୁଳା: ଆପଣ ଦୀର୍ଘ ଦିନ ଧରି କରିଆସୁଥିବା କଠିନ ପରିଶ୍ରମର ଲାଭ ପାଇବେ। ଶ-ତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ  ଅଫିସରେ କାହା ସହିତ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଚାପ ନିଅନ୍ତୁ ନାହିଁ।

ବିଛା: ଆଜି ଠିକ ସମୟରେ ଆପଣଙ୍କ ସାହାର୍ଯ୍ୟରେ ପରିବାରର କୌଣସି ସଦସ୍ୟଙ୍କର ସମସ୍ୟାର ସମାଧାନ ହେବ। ନୂତନ କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟ ଆପଣଙ୍କୁ ସହଯୋଗ କରିବ।

ଧନୁ: ଆଜି ନୂଆ ଚିନ୍ତାଧାରା ଆସିବ। ପୂର୍ବ ବି-ଚା-ରାଧୀ-ନ ମା-ମଲାଗୁଡ଼ିକର ସମାଧାନ ହୋଇପାରେ। ଜମି ଏବଂ ସମ୍ପତ୍ତି ମା-ମଲା ଆଗକୁ ବଢିବ। ଆଜି ଖର୍ଚ୍ଚ ଅଧିକ ହେବ।

ମକର: ଆଜି କୌଣସି ପୁରୁଣା ବିନିଯୋଗର ଲାଭ ପାଇବେ। ଆପଣଙ୍କର ବ୍ୟବସାୟ ନରମ ହେବ ବୋଲି ଆଶା କରାଯାଉଛି। ସନ୍ତାନ ପକ୍ଷରୁ ଭଲ ଖବର ପାଇବାର ଲକ୍ଷଣ ଅଛି।

କୁମ୍ଭ: ଆଜି ଆପଣ ବିନିଯୋଗ କରିପାରନ୍ତି। ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଟଙ୍କା ପରିସ୍ଥିତି ଦୃଢ ରହିବ। କାମ ପାଇଁ ଯାତ୍ରା କରିପାରନ୍ତି। ଆପଣଙ୍କର ଆଚ-ରଣ ପ୍ରଶଂସିତ ହେବ।

ମୀନ: ଆଜିର ଦିନରେ କୌଣସି ଜ୍ଞାନୀ ବ୍ୟକ୍ତିଙ୍କୁ ଭେଟି ପାରନ୍ତି।ଆପଣଙ୍କର ଜୀବନର ଦିଗ ବଦଳିପାରେ। ଆ-ଧ୍ୟାତ୍ମି-କତା ପ୍ରତି ଧାରା ରହିବ। ଛାତ୍ରମାନେ ସଫଳତା ପାଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚରେ ନିୟ-ନ୍ତ୍ରଣ କରନ୍ତୁ।