ମଣିପୁରରେ ଚାଲିଥିବା ହିଂସାକୁ ନେଇ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ବୀରେନ ସିଂ

ନୂଆଦିଲ୍ଲୀ,୩୧/୧୨: ୨୦୨୩ ମେ ମାସରୁ ମଣିପୁରରେ ଚାଲିଥିବା ହିଂସାକୁ ନେଇ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ବୀରେନ ସିଂ । ଭବିଷ୍ୟତରେ ରାଜ୍ୟପାଇଁ ଶାନ୍ତି ଓ ସଦଭାବନା ପାଇଁ ଚେଷ୍ଟା କରିବେ ଓ ଯେଉଁ ସ୍ଥିତି ରାଜ୍ୟ ସମ୍ମୁଖୀନ ହୋଇଛି ସେଥିପାଇଁ  ସେ ଦୁଖିତ ।ଦୀର୍ଘ ଦେଢ଼ବର୍ଷରୁ ଅଧିକ ସମୟ ହେଲାଣି ମଣିପୁରରେ ସାମ୍ପ୍ରଦାୟିକ ହିଂସା ଚାଲିଛି ।ଶହ ଶହ ଲୋକଙ୍କ ଜୀବନ ଯିବା ସହ ହଜାର ସଂଖ୍ୟକ ନିଜ ଘର ଦ୍ବାରା ସମ୍ପୀକୀୟଙ୍କୁ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *