ଟିପରକୁ ଧକ୍କା ଦେଲା ବସ୍‌, ହେଲ୍‌ପର ମୃତ

ଭୁବନେଶ୍ୱର, ୧୫/୩: ଆନ୍ଧ୍ର ପ୍ରଦେଶର ସୋମପେଟା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ ଟିପରକୁ ଧକ୍କା ଦେଇଛି ନବରଙ୍ଗପୁରର ତ୍ରିପାଠୀ ବସ୍‌। ଯାହାଫଳରେ ବସ୍‌ର ହେଲ୍‌ପରର ମୃତ୍ୟୁ ହୋଇଥିବା ବେଳେ  ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ଭୁବନେଶ୍ବରରୁ ନବରଙ୍ଗପୁର ଯାଉଥିବା ବେଳେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।