ପୋଲିସ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର, ୧୪/୩: ମାଲକାନଗିରି ର ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଚାଲିଛି। ସୂଚନା ଯୋଗ୍ୟ ଯେ ସ୍ୱାଭିମାନ ଅଞ୍ଚଳ ମୁଦୁଲିଗୁଡ଼ାରେ ପୋଲିସ ର କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସ୍ପିଙ୍କ ନେତୃତ୍ୱରେ କମ୍ବିଂ ଚାଲିଥିଲା।