କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ଓ ଯୁବ ସାହିତ୍ୟ ପୁରସ୍କାର ଘୋଷଣା

ଭୁବନେଶ୍ୱର, ୧୨/୩: ୨୦୨୦ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ଓ ଯୁବ ସାହିତ୍ୟ ପୁରସ୍କାର ଘୋଷଣା ହୋଇଛି। ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ବାଳ ସାହିତ୍ୟ ପୁରସ୍କାର ମିଳିଥିବା ବେଳେ ଚନ୍ଦ୍ରଶେଖର ହୋତାଙ୍କୁ କେନ୍ଦ୍ର ଯୁବ ସାହିତ୍ୟ ପୁରସ୍କାର ମିଳିଛି। ବନ ଦେଉଳରେ ସୁନା ନେଉଳ ପାଇଁ ରାମଚନ୍ଦ୍ର ନାୟକଙ୍କୁ ପୁରସ୍କାର ମିଳିଛି। ସେହିପରି ଚେତନାର ଅନ୍ୱେଷା ପାଇଁ ଚନ୍ଦ୍ରଶେଖର ହୋତାଙ୍କୁ ପୁରସ୍କାର ମିଳିଥିବା ସୂଚନା ରହିଛି।