ଏପ୍ରିଲରେ ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍

ଭୁବନେଶ୍ୱର, ୧୨/୩: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିଲା ତେଣୁ ସବୁ ଟ୍ରେନ ବନ୍ଦ ଥିଲା। ଏବେ କିନ୍ତୁ ସ୍ଥିତି ଟିକେ ଆୟତ ହେବା ପରେ ଅଳ୍ପ ଟ୍ରେନ ଚାଲିଥିଲା। ପରେ ଏପ୍ରିଲ ସୁଦ୍ଧା  ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍ ଚାଲିପାରେ ବୋଲି ସୂଚନା ମିଳିଛି। ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା ଏନେଇ ସୂଚନା ଦେଇଛନ୍ତି। ECR ରେ ୮୨ଟି ଏକ୍ସପ୍ରେସ ଟ୍ରେନ୍ ଚାଲେ କିନ୍ତୁ କୋଭିଡ ଲାଗି ୫୯ ଟ୍ରେନ୍ ଚାଲିଛି।