ବାତ୍ୟା ବିପନ୍ନ ଙ୍କ ପାଇଁ ସହାୟତାର ହାତ ବଢେଇଲା ଭୁବନେଶ୍ୱର କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ

ଭୁବନେଶ୍ୱର,୨୮/୧୦: ପଳେଇଲା ବାତ୍ୟା କିନ୍ତୁ କାମିନୀ ଦୁର୍ଦ୍ଦଶା।ରାଜ୍ୟରେ ବାତ୍ୟା ଦାନା ପାଇଁ କେତେକ ଜିଲ୍ଲାରେ କ୍ଷୟକ୍ଷତି ହୋଇଛି। ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା,  ଧନଜୀବନ ହାନି ନହୋଇଥିଲେ ମଧ୍ୟ ଲୋକଙ୍କ ଘର ଦ୍ୱାର ନଷ୍ଟ ହୋଇଛି। ଏହାରି ମଧ୍ୟରେ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସହାୟତାର ହାତ ବଢ଼େଇଛି ଭୁବନେଶ୍ୱର କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ। ଏହି ସଂସ୍ଥା ପକ୍ଷରୁ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କୁ ୫୦ ଲକ୍ଷ ଟଙ୍କା ର ଚେକ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *