ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର, ୧୦/୩: ଆଜି ନୂଆପଡ଼ା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଲୋୟର ଇନ୍ଦ୍ର ଡ୍ୟାମ୍‌କୁ ଲୋକାର୍ପଣ କରିଛନ୍ତି। ନୂଆପଡ଼ା ତିଖାଲିରେ ୧୭୫୪ କୋଟି ବ୍ୟୟରେ ହୋଇଛି ଏହି ଜଳସେଚନ ପ୍ରକଳ୍ପ ।