ଅର୍ଥନୀତିରେ ତିନି ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ୧୪/୧୦: ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଆମେରିକାର ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ ଏ ରବିନସନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ନୋବେଲ କମିଟି ଏକ ଏକ୍ସ ପୋଷ୍ଟରେ ଲେଖିଛି ଯେ ରାଜନୈତିକ ଅନୁଷ୍ଠାନ ଗଠନ ଏବଂ ପରିବର୍ତ୍ତନର ପରିସ୍ଥିତିକୁ ବୁଝାଇବା ପାଇଁ ଏହି ତିନିଜଣ ଅର୍ଥନୀତିଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ମଡେଲର ତିନୋଟି ଉପାଦାନ ରହିଛି ।

Leave a Reply

Your email address will not be published. Required fields are marked *