କିପରି କଟିବ ଆଜି ଆପଣଙ୍କ ଦିନ: ୬/୩/୨୦୨୧

ମେଷ: ଆପଣ ନିଜ ପରିବାର ସହିତ ବୁଲିବାକୁ ଯାଇପାରନ୍ତି। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ। ଆଜିର ଦିନ ଭଲ ରହିବ। ଆପଣଙ୍କର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ।

ବୃଷ: ଛାତ୍ରମାନେ ସଫଳତା ପାଇବେ। ବିପଦ ସମ୍ବନ୍ଧୀୟ କାର୍ଯ୍ୟ କରାଯାଇପାରନ୍ତି। ଋଣ ରାଶି ଫେରସ୍ତ ମିଳିବ।  ଆୟରେ ବୃଦ୍ଧି ହେବ। ଆପଣ ଖୁସି ରହିବେ। ଜୀ-ବାନାଥୀଙ୍କର ସହଯୋଗ ରହିବ। ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ।

ମିଥୁନ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ସରକାରୀ କାର୍ଯ୍ୟ ବିଚା-ରାଧୀନ ରହିବ। କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ବ୍ୟବସାୟରେ ଉନ୍ନତି ହେବ। ଆଜି ଆପଣଙ୍କର ଆୟ ସ୍ଥିର ରହିବ।

କର୍କଟ: କ୍ୟାରିୟର ସମ୍ବନ୍ଧୀୟ ସମସ୍ୟା ଦୂର ହେବାର ସମ୍ଭାବନା ଅଛି। ଆଜି ଆପଣ କୌଣସି ଯାତ୍ରା କରିପାରନ୍ତି। ନୂତନ ସୂଚନା ମିଳିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦିନଚର୍ଯ୍ୟରେ ପରିବର୍ତ୍ତନ ସମ୍ଭବ। ବିବାହିତ ଜୀ-ବନ ସୁଖଦ ରହିବ।

ସିଂହ: ଆଜି ଆପଣଙ୍କର ବିରୋ-ଧୀମାନେ କ୍ଷ-ତି ପହଞ୍ଚାଇ ପାରନ୍ତି। ଅଫିସରେ ପରିବେଶ ଆପଣଙ୍କ ବିରୁ-ଦ୍ଧରେ ରହିବ।ଆପଣଙ୍କର ଦିନ କିଛି ଚିନ୍ତାରେ ବିତିବ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

କନ୍ୟା: ଆଜି ଆପଣଙ୍କୁ ଶୁଭ ସୂଚନା ମିଳିବ। ବ୍ୟବସାୟ ଅବସ୍ଥା ସ୍ୱାଭାବିକ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବି-ପ-ଦପୂର୍ଣ୍ଣ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। କୌଣସି ପରିଚିତ ବ୍ୟକ୍ତିଙ୍କ ସାମ୍ନାରେ ଆପଣଙ୍କର ଗୁପ୍ତ କଥା ଆଲୋଚନା କରନ୍ତୁ ନାହିଁ।

ତୁଳା: ଆଜି ଆପଣଙ୍କ ଦିନ ଭଲ ରହିବ। କାହାର କଥାରେ ଆସି ନିଜ ଲୋକଙ୍କୁ ସନ୍ଦେହ କରନ୍ତୁ ନାହିଁ। ଶ-ତ୍ରୁମାନେ ଶାନ୍ତ ରହିବେ। ଅଫିସ ପରିବେଶ ଭଲ ରହିବ। ପୁରୁଣା ରୋଗ ଦେଖାଦେଇପାରେ।

ବିଛା: ରାଶି ରାଶି ବର୍ତମାନ ଫେରସ୍ତ ହେବ ନାହିଁ। ଘରୋଇ କାର୍ଯ୍ୟରେ ଅଧିକ ଖର୍ଚ୍ଚ ହେବ। ବନ୍ଧୁମାନଙ୍କର ସହଯୋଗ ମିଳିବ। ବି-ପ-ଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଖାଇବା ପିଇବାର ଯତ୍ନ ନିଅନ୍ତୁ।ବି-ରୋଧୀମାନେ ସକ୍ରିୟ ରହିବେ।

ଧନୁ: ଋଣ ଦେବା ସମୟରେ ସାବଧାନ ରୁହନ୍ତୁ। ଅଫିସ ପରିବେଶ ଭଲ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଏହାକୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ। ସାଙ୍ଗମାନଙ୍କ ସହିତ ସାକ୍ଷାତ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମକର: ଚାକିରିରେ ଅଗ୍ରଗତି ହୋଇପାରେ। ପୈତୃକ ସମ୍ପତ୍ତି ସହ ଜଡିତ ବିବାଦର ସମାଧାନ ହେବ। ଆପଣ ଜମି କିମ୍ବା ଘର କିଣିବାକୁ ଯୋଜନା କରିପାରନ୍ତି। ଆପଣ ଶ-ତ୍ରୁମାନଙ୍କ ଉପରେ ପ୍ରାଧାନ୍ୟ ଦେବେ। ବିବାହିତ ଜୀ-ବନ ସୁଖଦ ରହିବ।

କୁମ୍ଭ:ଆଜି ଆପଣଙ୍କର ବି-ରୋଧୀମାନେ ଶାନ୍ତ ରହିବେ। ଅନାବଶ୍ୟକ ବି-ବା-ଦରୁ ଦୂରେଇ ରୁହନ୍ତୁ। ଆୟ ବୃଦ୍ଧି ପାଇବ। ଖୁସି ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ସମ୍ପର୍କୀୟଙ୍କଠାରୁ ଭଲ ଖବର ମିଳିପାରେ। ଆଜି ଆପଣଙ୍କୁ ସତର୍କ ରହିବାକୁ ପଡିବ।

ମୀନ:ସମ୍ପର୍କୀୟଙ୍କ ସହିତ ବି-ବାଦ ହେବାର ସମ୍ଭାବନା ଅଛି। ମାନସିକ ଚାପ ରହିବ। ଆପଣଙ୍କର କଥାକୁ ନିୟନ୍ତ୍ରଣ କରନ୍ତୁ। ଯୁବକ ମାନଙ୍କର କ୍ୟାରିୟର ସହିତ ଜଡିତ ପ୍ରୟାସ ସଫଳ ହେବ। ଅବିବାହିତ ମାନଙ୍କର ସମ୍ପର୍କ ଠିକ ହୋଇପାରେ।