MSME ବାଣିଜ୍ୟ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର, ୫/୩: ରାଜଧାନୀ ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏମଏସଏମଇ ବାଣିଜ୍ୟ ମେଳା ଉଦ୍‌ଘାଟିତ ହୋଇଛି। ଏହି ବାଣିଜ୍ୟ ମେଳାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ ୯ ତାରିଖ ଯାଏ  ଚଳିତବର୍ଷର ବର୍ଷର ବାଣିଜ୍ୟ ମେଳା ଚାଲିବ। ଚଳିତ ବର୍ଷ ମେଳାର ବିଷୟବସ୍ତୁ ରହିଛି ଗଢ଼ିବା, ବଢ଼ିବା ଓ ସମୃଦ୍ଧ ହେବା।