କଟକଣାରେ ପାଳନ ହେବ ଶିବରାତ୍ରି

ଭୁବନେଶ୍ୱର, ୧/୩: ରାଜ୍ୟରେ କ ରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କମିଛି କିନ୍ତୁ ଭୟ କୁ ଏଡାଇ ଦିଯାଇପାରିବ ନାହିଁ। ଚଳିତବର୍ଷ କୋଭିଡ କଟକଣାରେ ପାଳନ ହେବ ଶିବରାତ୍ରୀ । ଆଡ଼କାଠରୁ ହେବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ହେବ। କିନ୍ତୁ ଗର୍ଭଗୃହକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ଛୋଟ ପିଲା ଓ ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନ ମନା । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ  ଦର୍ଶନ ହେବ।