କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୩: ରାଜ୍ୟରେ କରୋନା ସଂକ୍ରମଣ କମ ରହିଛି। କିନ୍ତୁ ଭୟକୁ ଏଡାଇ ଦିଯାଇପାରିବ ନାହିଁ। କଁ ରୋନା ଆସିଥିବା ନୂଆ ଷ୍ଟ୍ରେନ କୁ ଦ୍ରୁଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ କରୋନା ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ଡିସପେନସେରୀରେ କୋଭାକ୍ସିନ୍ ଟିକା ନେଲେ ମୁଖ୍ୟମନ୍ତ୍ରୀ।