ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଆଭ୍ୟନ୍ତରୀଣ ନେଟୱର୍କିଂ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪/୨: ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଆଭ୍ୟନ୍ତରୀଣ ନେଟୱର୍କିଂ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାଦ୍ୱାରା ଲୋକସେବା ଭବନକୁ  ୨୪୭ଟି ସରକାରୀ କାର୍ଯ୍ୟାଳୟ ସଂଯୋଗ ହୋଇଛି। ଏଥିରେ 5T କାର୍ଯ୍ୟକ୍ରମର ସମୟାନୁବର୍ତ୍ତିତାକୁ  ଗୁରୁତ୍ବ ଦିଆଯିବ।