ପୁଡୁଚେରିରେ ଜାରି ହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ, ୨୪/୨: ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ରାଷ୍ଟ୍ରପତି ଶାସନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।

ସୂଚନାଯୋଗ୍ୟ ଯେ ଗତ ୨୨ତାରିଖ ଦିନ ପୁଡ଼ୁଚେରୀରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀଙ୍କ କଂଗ୍ରେସ ସରକାର ଭାଙ୍ଗିଥିଲା । ପୁଡ଼ୁଚେରୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ କଂଗ୍ରେସ ଅସଫଳ ହୋଇଥିଲା ।