ଭୁବନେଶ୍ୱର, ୧୦/୦୬: ଗତକାଲି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ନେଇଥିଲେ ।ଏହାପରେ ଆଜି ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇଛି ।
ଅମିତ ଶାହା : ଗୃହମନ୍ତ୍ରୀ
ମନୋହରଲାଲା ଖଟ୍ଟର – ଶକ୍ତି, ଗୃହ ନିର୍ମାଣ, ନଗର ଉନ୍ନୟନ
ଶିବରାଜ ସିଂ ଚୌହାନ- କୃଷିମନ୍ତ୍ରୀ
ଜିତନ ରାମ ମାଞ୍ଝୀ- ଏମଏସଏମଇ ମନ୍ତ୍ରଣାଳୟ
ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ
ଏସ୍ ଜୟଶଂକର – ବୈଦେଶିକ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷାମନ୍ତ୍ରୀ
ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରଣାଳୟ
ଅଜୟ ଟମଟା – ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ
ହର୍ଷ ମାହୋତ୍ରା – ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ
ରାଜନାଥ ସିଂ- ପ୍ରତିରକ୍ଷା ମନ୍ତ୍ରୀ
ଅଶ୍ୱିନୀ ବୈଷ୍ଣବ- ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଜୁଏଲ ଓରାମ- ଆଦିବାସୀ ବ୍ୟାପାର ମନ୍ତ୍ରୀ
ଚିରାଗ ପାଶୱାନ- ଖାଦ୍ୟ ପ୍ରକ୍ରିୟାକରଣ
ଜେପି ନଡ୍ଡା- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ଭୁପେନ୍ଦ୍ର ଯାଦବ- ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ
ଏଚଡି କୁମାର ସ୍ୱାମୀ- ଭାରି ଶିଳ୍ପ ଏବଂ ଷ୍ଟିଲ ମନ୍ତ୍ରଣାଳୟ
ପୀୟୁଷ ଗୋଏଲ- ବାଣିଜ୍ୟ ଏବଂ ଶିଳ୍ପ
ଲଲନ ସିଂ- ପଞ୍ଚାୟତି ରାଜ, ମତ୍ସ୍ୟ, ପଶୁପାଳନ
ସର୍ବାନନ୍ଦ ସୋନୱାଲ – ଜଳପଥ, ବନ୍ଦର
ବିରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
କେ,ଆର ନାଇଡୁ- ବେସାମରିକ ବିମାନ ଚଳାଚଳ
ପ୍ରହ୍ଲାଦ ଯୋଶୀ – ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂଆ ଓ ରିନ୍ୟୁବଲ ଏନର୍ଜୀ
ଗିରିରାଜ ସିଂ- ଟେକ୍ସଟାଇଲ
ଜ୍ୟୋତିରାଦିତ୍ୟ ସିନ୍ଧିଆ – ଗମନା ଗମନ ଓ ଉତର -ପୂର୍ବ ବିକାଶ
ଗଜେନ୍ଦ୍ର ସିଂ ଶେଖାୱତ- ସଂସ୍କୃତି ଏବଂ ପର୍ଯ୍ୟଟନ
ଅର୍ଣ୍ଣପୂନ୍ନା ଦେବୀ- ମହିଳା ଓ ବାଳ ବିକାଶ
କିରେନ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ଅଳ୍ପସଂଖ୍ୟକ ବ୍ୟାପାର
ଦରଦୀପ୍ ସିଂ ପୁରୀ – ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ଏବଂ ଯୁବବ୍ୟାପାର, କ୍ରୀଡା
ଜି.କିଷନ ରେଡ୍ଡୀ- କୋଇଲା ଏବଂ ଖଣି
ସିପି ପାଟିଲ- ଜଳ ଶକ୍ତି