ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ ଯବାନ ଗୁରୁତର

ଭୁବନେଶ୍ୱର, ୨୧/୨: ମାଲକାନଗିରି ସ୍ଥିତ ମାଥିଲି ଥାନା ଗୁଗାପଦରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। BSF ଯବାନ ମାନେ ସର୍ଚ୍ଚ ଅପରେସନ୍ କରୁଥିବା  ବେଳେ ଏହି କାଣ୍ଡ ଘଟିଛି। ସେହି ବିସ୍ଫୋରଣରେ  ଜଣେ BSF ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି।