ମହାପ୍ରଭୁଙ୍କ ସ୍ୱତନ୍ତ୍ର ବନକଲାଗି ନୀତି, ୬ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର,୮/୦୫: ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହୋଇଥାଏ । ଏହାରିମଧ୍ୟରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସାଧାରଣ ଦର୍ଶନ ସନ୍ଧ୍ୟା ୬ଟାରୁ ରାତି ୧୨ଟା ଯାଏଁ ବନ୍ଦ ରହିବ । ବନକଲାଗି ନୀତି ଅବସରରେ ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ । ତେଣୁ ୬ ଘଣ୍ଟା ଦର୍ଶନରୁ ବଞ୍ଚିତ ରହିବେ ସାଧାରଣ ଭକ୍ତ ।