ଆଜି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କିଏ?

ଭୁବନେଶ୍ୱର, ୫/୦୪: ବିଜେଡି ତରଫରୁ ୨୦୨୪ ନିର୍ବାଚନ ପାଇଁ ପୁଣି ଆଜି କିଛି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି କ୍ରମରେ ଦଳ ଏଥର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ରେଙ୍ଗାଲି- ସୁଦର୍ଶନ ହରିପାଲ
ରାଉରକେଲା- ସାରଦା ନାୟକ
ବୀରମିତ୍ରପୁର- ରୋହିତ ଜୋସେଫ ତିର୍କୀ
କେନ୍ଦୁଝର- ମୀନା ମାଝୀ
ରାଇରଙ୍ଗପୁର- ରାଇସିନ୍ ମୁର୍ମୁ
ବାଲେଶ୍ୱର- ସ୍ୱରୂପ ଦାସ
ବାରବାଟୀ କଟକ- ପ୍ରକାଶ ବେହେରା
ସାଲେପୁର- ପ୍ରଶାନ୍ତ ବେହେରା
ଜୟଦେବ- ନବକିଶୋର ମଲ୍ଲିକ