ବିଜେଡି ବାକି ଥିବା ଅଳ୍ପ କିଛି ଆସନ ପାଇଁ ଘୋଷଣା କଲା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ ଲଢ଼ିବେ କିଏ?

ଭୁବନେଶ୍ୱର,୩/୦୪: ଆଉ ହାତରେ ଅଳ୍ପ କେଇଟା ଦିନ ୨୦୨୪ ନିର୍ବାଚନ ପାଇଁ ଅଛି। ଏନେଇ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି। ଏହାରିମଧ୍ୟରେ ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ବିଧାନସଭା :
ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡା – ଦିପାଳି ଦାସ
ଆଠମଲ୍ଲିକ – ନଳୀନ କାନ୍ତ ପ୍ରଧାନ
ତଳସରା –ବିଜୟ ଟପ୍ପୋ
ସୁନ୍ଦରଗଡ-ଯୋଗେଶ ସିଂ
ବଣାଇ – ଭୀମସେନ ଚୌଧୁରୀ
ବାରିପଦା – ସନନ୍ତ ମାର୍ଣ୍ଡି
ରାଜଗାଙ୍ଗପୁର – ଅନୀଲ ପର୍ବା
ଉଦଳା –ଶ୍ରୀନାଥ ଷଡଙ୍ଗୀ
ବୀରମହାରାଜପୁର – ପଦ୍ମନାଭ ବେହେରା
ଯଶୀପୁର –ଚକ୍ରଧର ହେମ୍ବ୍ରମ
ବଡସାହି -ଅନସୂୟା ପାତ୍ର
ମୋରଡା – ପ୍ରୀତିନନ୍ଦା କାନୁନଗୋ
ସୋର – ମାଧବ ଧଡା
ଖଡିଆଳ – ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ-ଜୟଶ୍ରୀ କହଁର
ମାହାଙ୍ଗା – ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ-ରମାକାନ୍ତ ଭୋଇ
ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର ଉତ୍ତର – ଶୁସାନ୍ତ କୁମାର ରାଉତ
ଏକାମ୍ର – ଅଶୋକ ପଣ୍ଡା
ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ୍ୟ
ଆସ୍କା – ମଞ୍ଜୁଳା ସ୍ୱାଇଁ
ବ୍ରହ୍ମପୁର – ରମେଶ ଚାଉପଟ୍ଟନାୟକ
ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ
ମୋହନା – ଅନ୍ତର୍ଯ୍ୟାମୀ ଗମାଙ୍ଗ
ପଟାଙ୍ଗୀ – ପ୍ରଫୁଲ୍ଲ ପାଙ୍ଗୀ

ଲୋକସଭା-
ବଲାଙ୍ଗୀର-ସୁରେନ୍ଦ୍ର ସିଂ ଭୋଇ
ଭଦ୍ରକ-ମଞ୍ଜୁଲତା ମଣ୍ଡଳ
ବରଗଡ- ପରିଣୀତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର- ଧନଞ୍ଜୟ ସିନ୍ଧୁ