ବିଜେପି ଘୋଷଣା କଲା ୧୧୨ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ ଲଢ଼ିବେ କେଉଁଠୁ?

ଭୁବନେଶ୍ୱର,୨/୦୪: ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳରେ ସରଗରମ ହେବାରେ ଲାଗିଛି । ଆଜି ଓଡ଼ିଶାର ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି ।

ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ। ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର। ପାଟଣାଗଡ଼ରୁ ପ୍ରାର୍ଥୀ ହେଲେ କନକ ବର୍ଦ୍ଧନ ସିଂହଦେଓ। ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହେଲେ ପ୍ରଦୀପ୍ତ ନାଏକ।

ତଳସରା- ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼- କୁସୁମ ଟେଟେ, ବୀରମିତ୍ରପୁର- ଶଙ୍କର ଓରାମ, ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ
, ରାଜଗାଙ୍ଗପୁର- ନରସିଂହ ମିଞ୍ଜ, ବଣାଇ- ସେବତୀ ନାଏକ, କୁଚିଣ୍ଡା- ରବି ନାରାୟଣ ନାଏକ, ରେଙ୍ଗାଲି- ନାଉରୀ ନାଏକ

ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର, ଦେବଗଡ଼- ସୁବାସ ପାଣିଗ୍ରାହୀ

ଆନନ୍ଦପୁର- ଆଲୋକ ସେଠୀ, କେନ୍ଦୁଝର- ମୋହନ ମାଝୀ

ଯଶୀପୁର- ଗଣେଶରାମ ସିଂଖୁଣ୍ଟିଆ,

ଉଦଳା- ଭାସ୍କର ମଢ଼େଇ

ବଡ଼ସାହି- ସନାତନ ବିଜୁଳି, ବାରିପଦା- ପ୍ରକାଶ ସୋରେନ

ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ବର- ବ୍ରଜ ପ୍ରଧାନ

ବାଲେଶ୍ବର- ମାନସ ଦତ୍ତ,

ରେମୁଣା- ଗୋବିନ୍ଦ ଦାସ

ସୋର- ରାଜେନ୍ଦ୍ର ଦାସ,

ସିମୁଳିଆ- ପଦ୍ମଲୋଚନ ପଣ୍ଡା

ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର,

ଧାମନଗର- ସୂର୍ଯ୍ୟବଂଶୀ ସୂରଜ

ବିଂଝାରପୁର- ବବିତା ମଲ୍ଲିକ, ବଡ଼ଚଣା- ଅମର ନାୟକ

ଧର୍ମଶାଳା- ସ୍ମୃତିରେଖା ପହି, ଯାଜପୁର- ଗୌତମ ରାୟ

କୋରେଇ- ଆକାଶ ଦାସ ନାୟକ, ସୁକିନ୍ଦା- ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର- ଶତୃଘ୍ନ ଜେନା

ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ, ପାଲଲହଡ଼ା- ଅଶୋକ ମହାନ୍ତି

ତାଳଚେର- କାଳିନ୍ଦୀ ସାମଲ, ଛେଣ୍ଡିପଦା- ଅଗସ୍ତୀ ବେହେରା

ଆଠମଲ୍ଲିକ- ସଂଜୀବ ସାହୁ, ବୀରମହାରାଜପୁର- ରଘୁନାଥ ଜଗଦଳା

ସୋନପୁର- ପ୍ରମୋଦ ମହାପାତ୍ର, ଲୋଇସିଂହା- ମୁକେଶ ମହାଲିଙ୍ଗ

ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼- ନବୀନ ଜୈନ

କଣ୍ଟାବାଂଜି- ଲକ୍ଷ୍ମଣ ବାଗ, ନୂଆପଡ଼ା- ଅଭିନନ୍ଦନ ପଣ୍ଡା

ଖଡ଼ିଆଳ- ହିତେଶ ବଗର୍ତ୍ତୀ, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର- ଗୌରୀଶଙ୍କର ମାଝୀ,

ଲାଞ୍ଜିଗଡ଼- ରମେଶ ମାଝୀ

ଜୁନାଗଡ଼- ମନୋଜ ମେହେର, ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ

ନର୍ଲା- ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ା- କଳ୍ପନା କହଁର

ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ- ଉମାଚରଣ ମଲ୍ଲିକ

କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ- ସରୋଜ ପ୍ରଧାନ

ବଡ଼ମ୍ବା- ସମ୍ବିତ ତ୍ରିପାଠୀ,

ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ

ଆଠଗଡ଼- ଅଭୟ ବାରିକ, ଚୌଦ୍ବାର- ନୟନ କିଶୋର ମହାନ୍ତି

ନିଆଳି- ଛବି ମଲ୍ଲିକ,

କଟକ ସଦର- ପ୍ରକାଶ ସେଠୀ