ଭୁବନେଶ୍ୱର,୨୭/୦୩: ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିବା ପରେ ସବୁ ରାଜନୈତିକ ପାର୍ଟିରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆଗରୁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଆଜି ବିଜେଡି ମଧ୍ୟ ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ଲୋକସଭା ପ୍ରାର୍ଥୀ
- କଳାହାଣ୍ଡି – ଲମ୍ବୋଧର ନିଆଳ
- ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ
- ସୁନ୍ଦରଗଡ – ଦିଲ୍ଲୀପ ତିର୍କୀ
- ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି
- କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି
- ନବରଙ୍ଗପୁର – ପ୍ରଦୀପ ମାଝୀ
- ଭୁବନେଶ୍ୱର – ମନ୍ମଥ ରାଉତରାୟ
- କୋରାପୁଟ – କୌଶଲ୍ୟା ହିକ୍କକା
- ଆସ୍କା – ରଞ୍ଜିତା ସାହୁ
ବିଧାନସଭା ପ୍ରାର୍ଥୀ
- ବିଷମ କଟକ – ଜଗନ୍ନାଥ ସାରକା
- ଗୁଣୁପୁର – ରଘୁନାଥ ଗମାଙ୍ଗ
- ରାୟଗଡା – ଅନୁସୂୟା ମାଝୀ
- ବରଗଡ – ଦେବେଶ ଆଚାର୍ଯ୍ୟ
- ବିଜେପୁର – ରୀତା ସାହୁ
- ଅତାବିରା – ସେହ୍ନାଙ୍ଗିନୀ ଛୁରିଆ
- ଭଟଲି – ସୁଶାନ୍ତ ସିଂ
- ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
- ବସ୍ତା – ସୁବାସିନୀ ଜେନା
- ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ
- ଭଦ୍ରକ – ପ୍ରଫୁଲ ସାମଲ
- ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ
- ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ
- ଚାନ୍ଦବାଲି – ବ୍ୟୋମକେଶ ରାୟ
- ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
- ଧର୍ମଶାଳା – ପ୍ରଣବ ବଳବନ୍ତରାୟ
- ଯାଜପୁର – ସୁଜାତା ସାହୁ
- ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ
- ଢେଙ୍କାନାଳ – ସୁଧୀର ସାମଲ
- କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ
- ପରଜଙ୍ଗ – ନୃସିଂହ ସାହୁ
- ପାଲଲହଡା – ମୁକେଶ ପାଲ
- ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
- ସୋନପୁର – ନିରଞ୍ଜନ ପୂଜାରୀ
- ଲୋଇସିଂହା – ନିହାର ରଞ୍ଜନ ବେହେରା
- ପାଟଣାଗଡ – ସରୋଜ ମେହେର
- ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ
- ଟିଟିଲାଗଡ – ଟୁକୁନି ସାହୁ
- ନୂଆପଡା – ରାଜେନ୍ଦ୍ର ଢୋଲକିଆ
- ଉମରକୋଟ – ନବୀନା ନାୟକ
- ଝରିଗାଁ – ରମେଶ ଚନ୍ଦ୍ର ମାଝୀ
- ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
- ଡାବୁଗାଁ – ମନୋହର ରନ୍ଧାରୀ
- ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ
- ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
- ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ
- ଭବାନୀପାଟଣା – ଲତିକା ନାୟକ
- ଜି ଉଦୟଗିରି – ସାଲୁଗା ପ୍ରଧାନ
- କଣ୍ଟାମାଳ – ମହିଧର ରଣା
- ବୌଦ୍ଧ – ପ୍ରଦୀପ କୁମାର ଅମାତ
- ବଡମ୍ବା – ଦେବୀ ପ୍ରସାଦ ମିଶ୍ର
- ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ
- ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ
- କଟକ ଚୌଦାର – ସୌଭିକ ବିଶ୍ୱାଳ
- ନିଆଳି – ପ୍ରମୋଦ ମଲ୍ଲିକ
- କଟକ ସଦର – ଚନ୍ଦ୍ରସାରଥୀ ବେହେରା
- ପାଟକୁରା – ଅରବିନ୍ଦ ମହାପାତ୍ର
- ଆଳି – ପ୍ରତାପ ଦେବ
- ରାଜନଗର – ଧ୍ରୁବ ସାହୁ
- ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ
- ପୁରୀ – ସୁନୀଲ ମହାନ୍ତି
- ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ
- ସତ୍ୟବାଦୀ – ସଞ୍ଜୟ ଦାସବର୍ମା
- ପିପିଲି – ରୁଦ୍ର ପ୍ରସାଦ ମହାରଥୀ
- ଜଟଣୀ – ବିଭୂତି ବଳବନ୍ତରାୟ
- ରଣପୁର – ସତ୍ୟନାରାୟଣ ପ୍ରଧାନ
- ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
- ନୟାଗଡ – ଅରୁଣ ସାହୁ
- ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
- ପୋଲସରା – ଶ୍ରୀକାନ୍ତ ସାହୁ
- କବିସୂର୍ଯ୍ୟନଗର – ଲତିକା ପ୍ରଧାନ
- ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା
- ସୋରଡା – ସଂଘମିତ୍ରା ସ୍ୱାଇଁ
- ହିଞ୍ଜିଳି – ନବୀନ ପଟ୍ଟନାୟକ
- ଗୋପାଳପୁର – ବିକ୍ରମ କୁମାର ପଣ୍ଡା
- ଦିଗପହଣ୍ଡି – ବିପ୍ଲବ ପାତ୍ର
- ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
- କୋଟପାଡ – ଚନ୍ଦ୍ରଶେଖର ମାଝୀ
- କୋରାପୁଟ – ରଘୁରାମ ପୋଡାଲ
- ମାଲକାନଗିରି – ମାନସ ମାଡକାମୀ
- କାଶୀପୁର – ବଦ୍ରିନାରାୟଣ ପାତ୍ର
- ପାଟଣା – ଜଗନ୍ନାଥ ନାୟକ