ଓଡିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ ଲଢ଼ିବେ କିଏ?

ଭୁବନେଶ୍ୱର,୨୪/୦୩: ନିର୍ବାଚନୀ ବିଗୁଲ ବାଜିବା ପରେ ସବୁ ଦଳରେ ରାଜନୈତିକ ମାହୋଲ ସରଗରମ ରହିଛି। ଏହାରିମଧ୍ୟରେ ଆଜି ଓଡିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା । ବରଗଡ – ପ୍ରଦୀପ ପୁରୋହିତ, ସୁନ୍ଦରଗଡ- ଜୁଏଲ ଓରାମ, ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ, କେଉଁଝର- ଅନନ୍ତ ନାୟକ, ମୟୁରଭଞ୍ଜ- ନବ ଚରଣ ମାଝୀ, ବାଲେଶ୍ୱର -ପ୍ରତାପ ଷଡଙ୍ଗୀ, ଭଦ୍ରକ- ଅଭିମନ୍ୟୁ ସେଠୀ, ଢେଙ୍କାନାଳ- ରୂଦ୍ରନାରାୟଣ ପାଣି, ବଲାଙ୍ଗୀର – ସଂଗୀତା ସିଂ ଦେଓ, କଳାହାଣ୍ଡି- ମାଳବିକା କିଶୋରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ, କେନ୍ଦ୍ରାପଡ- ବୈଜୟନ୍ତ ପଣ୍ଡା
ଜଗତସିଂହପୁର- ବିଭୂପ୍ରସାଦ ତରାଇ, ପୁରୀ – ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ, ଆସ୍କା- ଅନିତା ଶୁଭଦର୍ଶନୀ
ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ, କୋରାପୁଟ – କାଲେରାମ ମାଝୀ ଲଢ଼ିବେ।