ଦେଶର ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ

ନୂଆଦିଲ୍ଲୀ, ୧୩/୨: ଦେଶର ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କରିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହି ଟ୍ରାକ୍ଟର ଦ୍ୱାରା ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଜାଳେଣି ଖର୍ଚ୍ଚ କମ୍ କରାଯାଇପାରିବ ବୋଲି ସରକାର ଆକଳନ କରିଛନ୍ତି। ଲୋକର୍ପଣ ହୋଇଥିବା ଟ୍ରାକ୍ଟରଟି ଡିଜେଲ ଇଞ୍ଜିନରୁ ସିଏନଜି ଇଞ୍ଜିନକୁ ବଦଳାଯାଇ ଥିବା ସୂଚନା ମିଳିଛି।