ଟ୍ରଲର ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୪ମୃତ

ଭୁବନେଶ୍ୱର,୧୧/୦୨: ଝାରସୁଗୁଡା ଲଖନପୁର ଜୁନିୟନ୍ ଛକରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଟ୍ରଲର ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ମୃତ୍ୟୁ ହୋଇଛି। ଏହାସହ ୯ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । । ପିକଅପ୍ ଭ୍ୟାନରେ ୧୩ଜଣ ଯାତ୍ରୀ ଥିବା ଜଣାପଡିଛି ।