ଦିନିକିଆ ରିମାଣ୍ଡରେ ଗଲେ ପାଠକ ବାପ ଓ ପୁଅ

ଭୁବନେଶ୍ୱର,୧୨/୨: ଦିନିକିଆ ରିମାଣ୍ଡରେ ଗଲେ ପାଠକ ବାପ ଓ ପୁଅ । ବ୍ରହ୍ମପୁର ଜେଲ୍‌ରୁ ଉଭୟଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ଅଭୟକାନ୍ତ ପାଠକଙ୍କ ନାମରେ ଗୋଟିଏ ଓ ସେହିପରି ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାମରେ  ଦୁଇଟି ମାମଲା ରହିିିଛି। ଦୁଇ ଜଣକୁ ମୋଟ ତିନିଟି ମାମଲାରେ ପଚରାଉଚରା କରିବ ପୋଲିସ ।