ଜାମ୍ମୁ ଓ କାଶ୍ମୀରରେ ଧରାପଡ଼ିଲେ ୨ କୁଖ୍ୟାତ ଆତଙ୍କବାଦୀ

ନୂଆଦିଲ୍ଲୀ, ୨/୨: ଜାମ୍ମୁ ଓ କାଶ୍ମୀରରେ  ୨ କୁଖ୍ୟାତ ଆତଙ୍କବାଦୀ ଧରପଡିଛନ୍ତି। ବନ୍ଦୀପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ୨ଜଣ ଧରାପଡ଼ିଛନ୍ତି। ଉଭୟଙ୍କଠାରୁ ବନ୍ଧୁକ, ମାରଣାସ୍ତ୍ର ସମେତ ବିପୁଳ ବିସ୍ଫୋରକ ଜବତ ହୋଇଛି । ଉଭୟ ଆତଙ୍କବାଦୀ ଜୈସ୍-ଇ-ମହମ୍ମଦ ସଦସ୍ୟ ଥିବା ପୋଲିସ ପକ୍ଷରୁ ସୂଚନା ମିିଳିଛି।