କଟକ SCB ପ୍ଲାଜମା ବ୍ୟାଙ୍କ ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୯/୧: କଟକ SCB ପ୍ଲାଜମା ବ୍ୟାଙ୍କ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟ‌ କରି ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ହଜାରେ ପ୍ଲାଜମାଫେରେସିସ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।  କରୋନା ବିରୁଦ୍ଧ ଯୁଦ୍ଧକୁ ପ୍ଲାଜମା ଥେରାପି ସଶକ୍ତ କରିଛି ବୋଲି ସେ କହିଛନ୍ତି। ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି ପ୍ଲାଜମା ଥେରାପି ବୋଲି ନବୀନ କହିଛନ୍ତି।