ପଞ୍ଚମ ସ୍ଥାନରେ ରିଲାଏନ୍‌ସ JIO

ଭୁବନେଶ୍ୱର, ୨୮/୧: ଦିନକୁ ଦିନ ଲୋକପ୍ରିୟତା ହାସଲ କରି ଚାଲିଛି ରିଲାନ୍ସ ଜିଓ। ବିଶ୍ବର ଶ୍ରେଷ୍ଠ ୫ଟି ବ୍ରାଣ୍ଡ୍‌ରେ ରହିଛି JIO। ପଞ୍ଚମ ସ୍ଥାନରେ ରିଲାଏନ୍‌ସ JIO। ଟପ୍‌ ୧୦ରେ ଗୋଟିଏ ଭାରତୀୟ ବ୍ରାଣ୍ଡ୍‌ JIO ରହିଛି। ଟପ୍‌ରେ ଚୀନ୍‌ର ‘WE CHAT’, ଦ୍ବିତୀୟରେ ଫେରାରୀ, ତୃତୀୟରେ SBER, ଚତୁର୍ଥରେ କୋକାକୋଲା, ଆପଲ୍‌, ଆମାଜନ, ଡିଜ୍‌ନି, ନାଇକ୍‌, ପେପ୍‌ସି ଓ ଅଲିବାବାକୁ ପଛରେ ପକାଇଛି JIO ।