ସାହିତ୍ୟକ ରାମଚନ୍ଦ୍ର ବେହେରା ପାଇବେ ୨୦୨୦ର ଅତିବଡ଼ୀ ପୁରସ୍କାର

ଭୁବନେଶ୍ୱର, ୨୭/୧: ସାହିତ୍ୟକ ରାମଚନ୍ଦ୍ର ବେହେରା ୨୦୨୦ର ଅତିବଡ଼ୀ ପୁରସ୍କାର ପାଇବେ। ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଅନ୍ୟ ୧୫ ବୟୋଜ୍ୟେଷ୍ଠ ସାରସ୍ବତ ସାଧକଙ୍କୁ ବି ସମ୍ବର୍ଦ୍ଧିତ କରାଯିବ ।