୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର

ଭୁବନେଶ୍ୱର, ୨୫/୧: ଘୋଷଣା ହେଲା ପଦ୍ମ ପୁରସ୍କାର । ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ମିିଳିବ। କଳା କ୍ଷେତ୍ରରେ ସୁଦର୍ଶନ ସାହୁଙ୍କ ପଦ୍ମବିଭୂଷଣ ମିଳିବା ବେଳେ ସାମାଜିକ କ୍ଷେତ୍ରରେ ଶାନ୍ତିଦେବୀଙ୍କୁ ପଦ୍ମଶ୍ରୀ ମିିଳିବ। ସେହିପରି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନନ୍ଦ ପୃଷ୍ଟି ଓ ରଜତ କରଙ୍କୁ ପଦ୍ମଶ୍ରୀ, କ୍ରିଷ୍ଣମୋହନ ପାଠୀଙ୍କୁ ମେଡିସିନ ପାଇଁ ପଦ୍ମଶ୍ରୀ ମିଳିବ।