ଚଳିତ ବର୍ଷ ନିଜ ସ୍କୁଲରେ ହେବ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର, ୨୨/୧: ମାଟ୍ରିକ୍ ପରୀକ୍ଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ନିଜ ସ୍କୁଲ ନିଜ ସେଣ୍ଟର ହେବ। ଏଥର ନିଜ ସ୍କୁଲରେ  ମାଟ୍ରିକ୍ ପରୀକ୍ଷା କରାଯିବ। କିନ୍ତୁ ପରୀକ୍ଷା ନିରୀକ୍ଷଣରେ ରହିବେ ଅନ୍ୟ ସ୍କୁଲର ଶିକ୍ଷକ ।।ଏନେଇ  ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିପରି ନିଷ୍ପତ୍ତି ନିଆଯାଇଛି।