ଆସନ୍ତା ୯ ତାରିଖରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ଭୁବନେଶ୍ୱର,୧/୮: ବାଦ ବିବାଦ ଭିତରେ ବନକଲାଗି ନୀତିକୁ ନେଇ ସ୍ପଷ୍ଟ ହୋଇଛି । ଆସନ୍ତା ୯ ତାରିଖରେ ନୀତି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିିଳିଛି। ବିଶେଷ ନୀତି ଥିବାରୁ ଆସନ୍ତାକାଲି ହେବନି ବନକଲାଗି । ବନକଲାଗି ନୀତିକୁ ନେଇ ଅନିଶ୍ଚିତତା ଲାଗିରହିଥିଲା । ତେବେ ଏହାରି ଭିତରେ ବନକଲାଗି ନୀତି ନେଇ ଦିନ ଧାର୍ଯ୍ୟ ହୋଇଛି ।