ରାଜ୍ୟରେ ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୧: ମହାମାରୀ କରୋନା ସମସ୍ତିଙ୍କୁ ନାକେଦାମ କରୁଥିବା ବେଳେ କରୋନା ଟୀକା ବହାରିସାରିଛି। ଆଜି ଏହି ଟୀକା ମଧ୍ୟ ଲୋକଙ୍କୁ ଦିଆଯାଇଛି। ଏହାରିମଧ୍ୟରେ ରାଜ୍ୟରେ ଟିକାକରଣର ସମୀକ୍ଷା କରିିିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ରାଜ୍ୟରେ ଟିକା ନେଇଥିବା ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି ନବୀନ । ଅନ୍ୟପଟେ ଟିକା ନେଇ ଥିବାରୁ ଉତ୍ସାହିତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।