ଭିଜିଲାନ୍ସ ଜାଲରେ ଏଏସଆଇ

ଭୁବନେଶ୍ୱର,୨୬/୦୭:: ଭିଜିଲାନ୍ସ ଜାଲରେ ଅନୁଗୁଳ କିଆକଟା ଥାନା ଏଏସଆଇ । ଏଏସଆଇ ନବୀନ କୁମାର ଶତପଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଧରିଛି । ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଲା । ବୌଦ୍ଧ ବସଷ୍ଟାଣ୍ଡରୁ ଭିଜିଲାନ୍ସ ଧରିଛି । ପାରିବାରିକ କେସକୁ ରଫାଦଫା କରିବା ପାଇଁ ଏଏସଆଇ ଲାଞ୍ଚ ନେଉଥିଲେ ।