ବାପା ହେଲେ ବିରାଟ କୋହଲି

ନୂଆଦିଲ୍ଲୀ, ୧୧/୧: ବାପା ହେଲେ ବିରାଟ କୋହଲି । କନ୍ୟା ସନ୍ତାନର ଜନକ ହୋଇଥିବା ନିଜେ ଟ୍ବିଟ୍‌ କରି ସୂଚନା ଦେ ଇଛନ୍ତି ବିରାଟ । ଉଭୟ ଝିଅ ପତ୍ନୀ ଅନୁସ୍କା ଶର୍ମା ସୁସ୍ଥ ଥିବା ସେ କହିଛନ୍ତି ।ଏହାସହ ଶୁଭେଛୁ ଓ ପ୍ରଶଂସକଙ୍କୁ ଧନ୍ୟବାଦ ସେ ଜଣାଇଛନ୍ତି।