ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ

ଭୁବନେଶ୍ୱର,୯/୬: ବାଲେଶ୍ୱର ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ । ଭଙ୍ଗାଯିବ ସ୍କୁଲ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟ । ୫ଟି ଉପକ୍ରମରେ ମଡେଲ ସ୍କଲ ଭାବେ ଗଢା ହେବ । ଏନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ଆଦର୍ଶ ବିଦ୍ୟାଳୟ ବାହାନଗା ହାଇସ୍କୁଲକୁ ଭାବେ ଗଢି ତୋଳାଯିବ ।

ସୂଚନାଯୋଗ୍ୟ ଯେ ଆଜି ସକାଳେ ବାହାନଗା ହାଇସ୍କୁଲ ଆଜବେଷ୍ଟ ଓ ଛପର ଭଙ୍ଗାଯାଉଥିଲା। କିନ୍ତୁ କିଛି ସମୟ ଏହା ପରେ ଭଙ୍ଗା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା।