ଖୋଲିଲା ଇଥେରାଲର ଦ୍ୱିତୀୟ କେନ୍ଦ୍ର, ଚର୍ମ, କେଶ ଏବଂ ଶରୀରର ନେଇପାରିବେ ଯତ୍ନ

ଭୁବନେଶ୍ୱର,୬/୫: ଆଜି କାଲି ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ଆଜିର ଏ ବ୍ୟସ୍ତ ବହୁଳ ଜୀବନରେ ନିଜର ଯତ୍ନ ଆମେ ଠିକ ସେ ନେଇପାରୁନେ। ଏବେ ଚିନ୍ତା କରିବାର କିଛି ନାହିଁ ।ନିଜ ଶରୀରର ଚୁଟି ଠୁ ଆରମ୍ଭ କରି ଚର୍ମକୁ ସୁନ୍ଦର କରିବାକୁ ଏକ କ୍ଲିନିକ ଖୋଲା ଯାଇଛି । ଇଥେରାଲ କ୍ଲିନିକର ଦ୍ୱିତୀୟ କେନ୍ଦ୍ର ଖୋଲାଯାଇଛି। ଚର୍ମ, କେଶ ଏବଂ ଶରୀରର ଚିକିତ୍ସା ପାଇଁ ଏହା ଏକ ଭଲ କ୍ଲିନିକ୍ ଅଟେ। ସେଠାରେ ଗ୍ରାହକମାନଙ୍କୁ ବହୁତୁ ସୁବିଧା ଏବଂ ହର୍ବାଲ ପ୍ରଡକ୍ଟ ଦିଆଯାଇଥାଏ। ଯାହାର କୌଣସି ପାର୍ଶ୍ଵପତିକ୍ରିୟା ନଥାଏ।  ଏଠାରେ ଇନଫ୍ରାୱାର୍ଡ ସାଉନା, ଆୟୋନିକ୍ ଫୁଟ୍ ଡିଟକ୍ସ, ବଡି ରେଜୁଭେସନ, ନନ୍ ସର୍ଜିକାଲ୍ ଫେସ୍ ଲିଫ୍ଟିଙ୍ଗ୍, ଆଣ୍ଟି ଏଜିଙ୍ଗ୍ ଟ୍ରିଟମେଣ୍ଟ୍, ସ୍ଲିମିଂ, କଣ୍ଟୁରିଂ କରି ହୋଇଥାଏ। ଏହାସହ ନିଜର ଚିରସ୍ଥାୟୀ ପର୍ଯ୍ୟନ୍ତ ମେକ ଓଭର ହୋଇପାରିବ। ସେଠାରେ କରାଯାଉଥିବା ସମସ୍ତ ଚିକିତ୍ସା ପ୍ରାକୃତିକ ଦ୍ରବ୍ୟ ବ୍ୟବହାର କରାଯାଉଥିବା ସହ ଚିକିତ୍ସାରୁ ଭଲ ଫଳପ୍ରଦ ମିିଳିଥାଏ।