ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ଗୁରୁତର

ଭୁବନେଶ୍ୱର,୨୮/୪: ବଲାଙ୍ଗୀର ବଡମାଲ ସ୍ଥିତ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟିିିଛି । ୟୁନିଟ-୩ କେମିକାଲ ମିଶ୍ରଣ ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ଏହି ବିସ୍ଫୋରଣରେ ୨ଜଣ ଗୁରୁତର ସୂଚନା ମିଳିଛି । ଉଭୟଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ମୁହଁ ଓ ଆଖିରେ ଗଭୀର ଆଘାତ ଲାଗିଛି ।