କୋଚି-ମାଙ୍ଗାଲୁରୁ ଗ୍ୟାସ୍ ପାଇପ୍ ଲାଇନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୫/୧: କୋଚି-ମାଙ୍ଗାଲୁରୁ ଗ୍ୟାସ୍ ପାଇପ୍ ଲାଇନର  ଆଜି ଲୋକାର୍ପଣ ହୋଇଛି। VC ଜରିଆରେ ଏହାର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମ ରେ।VC ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ଅଛନ୍ତି। ପାଇପଲାଇନ୍ ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା ମିଳିଛି।