ଭାରତରେ କୋଭିସିଲ୍‌ଡ ପରେ କୋଭାକ୍ସିନକୁ ମଞ୍ଜୁରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ୩/୧: ଭାରତରେ କୋଭିସିଲ୍‌ଡ ପରେ କୋଭାକ୍ସିନକୁ ମଞ୍ଜୁରି ମିଳିଛି। ସେନେଇ ଭାରତ ବାୟୋଟେକ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି। ବ୍ୟବହାର ନେଇ ଚୂଡ଼ାନ୍ତ ନିଷ୍ପତ୍ତି  DCGI ନେବ।