ମାଟ୍ରିକ ପରୀକ୍ଷାରେ ପ୍ରତି ବଷୟ ପାଇଁ ୮୦ ନମ୍ବର

ଭୁବନେଶ୍ୱର, ୩/୧: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରତି ବଷୟ ପାଇଁ ୮୦ ନମ୍ବର ରହିବ। ୫୦ ମାର୍କର OMR ଅବ୍‌ଜେକଟିଭ ଓ ୩୦ ମାର୍କର ସବ୍‌ଜେକଟିଭ ପ୍ରଶ୍ନ ରହିବ।କିନ୍ତୁ ମାତ୍ର ୧୦୦ ମାର୍କର ମୂଲ୍ୟାୟନ କରାଯିବ। ୮୦ ମାର୍କର ରେଜଲ୍ଟ ଅନୁଯାୟୀ ଓ ବଳକା ୨୦ ମାର୍କ ପାଇଁ ଆଭରେଜ ନମ୍ବର ପାଇବେ।

ସେହିପରି ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଦ୍ଵିତୀୟ ପର୍ଯ୍ୟାୟରେ ଆବାସିକ ସ୍କୁଲର ହଷ୍ଟେଲ ଖୋଲିବା ପାଇଁ ଯୋଜନା ରହିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା