ଜାନୁଆରୀ ୨ରୁ ଆରମ୍ଭ ହେବ କରୋନା ଭ୍ୟାକ୍ସିନର ‘ଡ୍ରାଏ ରନ୍’

ନୂଆଦିଲ୍ଲୀ, ୩୧/୧୨: ଦେଶରେ କରୋନା ଭ୍ୟାକ୍ସିନର ‘ଡ୍ରାଏ ରନ୍’ ନେଇ ବଡ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨ରୁ ଆରମ୍ଭ ହେବ କରୋନା ଭ୍ୟାକ୍ସିନର ‘ଡ୍ରାଏ ରନ୍’ । ସମସ୍ତ ରାଜ୍ୟରେ କରୋନା ଭ୍ୟାକ୍ସିନର ଚାଲିବ ‘ଡ୍ରାଏ ରନ୍’ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ କମିଟି  ଏହିପରି  ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।